କ’ଣ କାହାର ବି ଜମି ଉପରେ ନିଜ ଦାବି ରଖିପାରିବ ୱାକଫ୍ ବୋର୍ଡ?

Waqf claim in Prayagraj kumbh land: ମୌଲାନା ଶାହାବୁଦ୍ଦିନ ଦାବି କରିଛନ୍ତି ଯେ ପ୍ରୟାଗରାଜ କୁମ୍ଭରେ ୱାକଫ୍‍ ଜମି ଅଛି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ କେବଳ ଜଣେ ଜମି ମାଫିଆ ହିଁ ଏଭଳି କାମ କରିପାରିବେ। କ’ଣ ୱାକଫ୍ ପ୍ରକୃତରେ କେଉଁଠି ଜମି ଦାବି କରିପାରିବ? ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଯୋଗୀ ଆଦିତ୍ୟନାଥ ଓ୍ଵାକଫ୍ ବୋର୍ଡକୁ ନେଇ ବଡ଼ ବୟାନ ଦେଇଛନ୍ତି। ଏଭଳି କାର୍ଯ୍ୟ କେବଳ ଜମି ମାଫିଆହିଁ କରିପାରିବେ ବୋଲି ସେ କହିଛନ୍ତି। ଓ୍ଵାକଫ୍ ବୋର୍ଡକୁ … Continue reading କ’ଣ କାହାର ବି ଜମି ଉପରେ ନିଜ ଦାବି ରଖିପାରିବ ୱାକଫ୍ ବୋର୍ଡ?