Mamita Meher murder case II ମୋହନଙ୍କ ଆଗରେ ଖାଇ ପଛରେ ନିଆଁ

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ପୁଣିଥରେ ରାଜ୍ୟ ରାଜନୀତିକୁ ଆକ୍ରାନ୍ତ କରିଛି। ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କ ଝିଅ ଓ ପତ୍ନୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ଦାବି କରିବା ପରେ ଏବେ ପୁଲିସ ଉପରେ ସନ୍ଦେହ ବଢ଼ିଛି। ରାଜ୍ୟର ପୁଲିସ ରାଜନୀତିକ ହାତବାରିସୀ ହୋଇ ସେତେବେଳେ ଜଣେ ନିର୍ଦ୍ଦୋଷଙ୍କୁ ଫସାଇ ଦେଇଥିଲା କି ବୋଲି ପ୍ରଶ୍ନ ଉଠିଛି। ଏହା ପୂର୍ବରୁ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ହତ୍ୟାକାଣ୍ଡ ପଛରେ ବି ପୁଲିସ ତଦନ୍ତ ବାଟବଣା … Continue reading Mamita Meher murder case II ମୋହନଙ୍କ ଆଗରେ ଖାଇ ପଛରେ ନିଆଁ