ଆଇପିଏଲ୍ ଫ୍ରାଞ୍ଚାଇଜି ମାଲିକମାନେ ଖେଳାଳିଙ୍କ ଉପରେ ରାଗି ପାରିବେ କି? ବିସିସିଆଇ ନିୟମ କ’ଣ କହୁଛି?

IPL 2025: ଲକ୍ଷ୍ନୌ ସୁପର ଜାୟାଣ୍ଟସ୍ ସୋମବାର ଆଇପିଏଲ୍ ୨୦୨୫ର ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସ୍କୁ ହରାଇବା ପ୍ରାୟ ନିଶ୍ଚିତ ଥିଲା । କିନ୍ତୁ ଅନିଶ୍ଚିତତାର ଖେଳ କ୍ରିକେଟରେ ଫଳାଫଳ ଆସିଲା ଓଲଟା । ଆଶୁତୋଷ ଶର୍ମା ସୁପର ଜାୟାଣ୍ଟସ୍ର ମୁହଁରୁ ବିଜୟକୁ ଛଡ଼ାଇ ନେଇଥିଲେ ଏବଂ ବିଶାଖାପଟ୍ଟନମ୍ରେ ୨୧୦ ରନ୍ର ଲକ୍ଷ୍ୟକୁ ପିଛା କରି କ୍ୟାପିଟାଲସ୍କୁ ବିଜୟୀ କରାଇଥିଲେ। ଦୁଇ ପଏଣ୍ଟ, ଯାହା ଦୀର୍ଘ ସମୟ ଧରି ସୁପର ଜାୟାଣ୍ଟସ୍ର ହାତରେ ଥିଲା, ଶେଷରେ ଦିଲ୍ଲୀ … Continue reading ଆଇପିଏଲ୍ ଫ୍ରାଞ୍ଚାଇଜି ମାଲିକମାନେ ଖେଳାଳିଙ୍କ ଉପରେ ରାଗି ପାରିବେ କି? ବିସିସିଆଇ ନିୟମ କ’ଣ କହୁଛି?