ଭାରତ,କାନାଡାକୁ ଆତଙ୍କବାଦ ପୃଷ୍ଠପୋଷକ ଦେଶଭାବେ ଘୋଷଣା କରିପାରିବ କି ?

ବିପଦ ସୃଷ୍ଟିକାରୀ ରାଷ୍ଟ୍ର ତାଲିକାରେ କାନାଡା ଭାରତକୁ ଅନ୍ତର୍ଭୁକ୍ତ କରିଛି। ଚୀନ୍, ଇରାନ, ଉତ୍ତର କୋରିଆ ଏବଂ ଋଷ କାନାଡାର ଏହି ତାଲିକାରେ ଆଗରୁ ଅନ୍ତର୍ଭୁକ୍ତ ହୋଇସାରିଛନ୍ତି। କାନାଡା ସରକାରଙ୍କ ଏହି ପଦକ୍ଷେପକୁ ଉତ୍ତେଜନାମୂଳକ ବୋଲି ବିବେଚନା କରାଯାଉଛି। ପୂର୍ବରୁ ଦୁଇଦେଶ ମଧ୍ୟରେ ଖଲିସ୍ତାନୀ ଆତଙ୍କବାଦୀ ପ୍ରସଙ୍ଗକୁ ନେଇ ତିକ୍ତତା ଦେଖାଦେଇଛି। କିଛିଦିନ ପୂର୍ବରୁ ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ବହିଷ୍କାର କରିଥିଲେ। ଭାରତ ସରକାର କାନାଡାକୁ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନଙ୍କୁ ପ୍ରୋତ୍ସାହନ ଦେଉଥିବା ଅଭିଯୋଗ କରିଛନ୍ତି। ଅନେକ … Continue reading ଭାରତ,କାନାଡାକୁ ଆତଙ୍କବାଦ ପୃଷ୍ଠପୋଷକ ଦେଶଭାବେ ଘୋଷଣା କରିପାରିବ କି ?