ମେଡିକାଲ କଲେଜରେ ବିପୁଳ ପୁଞ୍ଜିନିବେଶ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିପାରିବ ତ?

ରାଜ୍ୟର ଚାରିଟି ପ୍ରମୁଖ ସ୍ୱାସ୍ଥ୍ୟସେବା ଅନୁଷ୍ଠାନର ପୁନଃନିର୍ମାଣ ପାଇଁ ଓଡ଼ିଶା ସରକାର ବିପୁଳ ଅର୍ଥ ବିନିଯୋଗ କରିବେ। ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି ପାଇଁ ରାଜ୍ୟ ସରକାର ରାଜ୍ୟର ୪ଟି ପ୍ରମୁଖ ଚିକିତ୍ସା ଅନୁଷ୍ଠାନର ରୂପାନ୍ତର ପାଇଁ ପାଖାପାଖି ୯୨୦୦ କୋଟି ଟଙ୍କା ବିନିଯୋଗ ଘୋଷଣା କରିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି, ରାଜ୍ୟରେ ଭିତିତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ପୁଞ୍ଜିନିବେଶ କରୁଛନ୍ତି। କିନ୍ତୁ ଏହା କାମରେ ଆସିବ ନା ଡାକ୍ତର ଓ ଚାଳକ ଅଭାବରୁ ତାହା ପଡ଼ି … Continue reading ମେଡିକାଲ କଲେଜରେ ବିପୁଳ ପୁଞ୍ଜିନିବେଶ ସ୍ୱାସ୍ଥ୍ୟସେବାକୁ ଉନ୍ନତ କରିପାରିବ ତ?