ଅସଜଡ଼ା କଂଗ୍ରେସକୁ ସଜାଡ଼ି ପାରିବେ ତ ଭକ୍ତ?

Congress: ରାଜ୍ୟରେ କଂଗ୍ରେସର ମନୋବଳକୁ ପୁନରୁଦ୍ଧାର କରିବା ପାଇଁ ଭକ୍ତଙ୍କୁ ଏପରି ବଡ଼ ଦାୟିତ୍ୱ ଦିଆଯାଇଛି। ଦୀର୍ଘ ସାତମାସ ପରେ ଓଡ଼ିଶା ପିସିସି ସଭାପତି ମୁକୁଟ ପିନ୍ଧିଛନ୍ତି ଦଳର ବରିଷ୍ଠ ନେତା ଭକ୍ତ ଚରଣ ଦାସ। ତେବେ ଓଡ଼ିଶାରେ କଂଗ୍ରେସର ସ୍ଥିତି ଯାହା ତାକୁ ସୁଧାରିବା ଭକ୍ତଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ। ପୂର୍ବରୁ ଦଳ ସିଏଲପି ପଦ ପାଇଁ ଜଣେ ଏସଟି ନେତାଙ୍କୁ ଚୟନ କରିଛି। ତେବେ ଯେଉଁ ରାଜ୍ୟରେ କଂଗ୍ରେସ ୨୫ ବର୍ଷ ଧରି … Continue reading ଅସଜଡ଼ା କଂଗ୍ରେସକୁ ସଜାଡ଼ି ପାରିବେ ତ ଭକ୍ତ?