ଭାରତୀୟ ଗୁଇନ୍ଦା ଏଜେନ୍ସି ‘ର’କୁ ପ୍ରତିବନ୍ଧିତ କରିପାରିବ କି ଆମେରିକା?

Power of Raw: ଭାରତୀୟ ଗୁଇନ୍ଦା ଏଜେନ୍ସୀ ‘ର’କୁ ଆମେରିକାରେ ପ୍ରତିବନ୍ଧିତ କରିବାର କଥା କୁହାଯାଉଛି। କିନ୍ତୁ ସତ୍ୟରେ ଏହା ଆମେରିକାରେ ସମ୍ଭବ ହେବ କି?  ଚାଲନ୍ତୁ ଜାଣିବା ଏହି ଏଜେନ୍ସୀ କେତେ ଶକ୍ତିଶାଳୀ। ବିଶ୍ୱରେ ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକା ନିକଟରେ ଭାରତୀୟ ପ୍ରବାସୀମାନଙ୍କୁ ହାତରେ ହାତକଡ଼ି ପିନ୍ଧାଇ ସାମରିକ ଜାହାଜରେ ଭାରତକୁ ପଠାଇଥିଲା। ଏବେ ଆମେରିକା ଭାରତକୁ ଧାର୍ମିକ ସ୍ୱାଧୀନତା ଉପରେ ଜ୍ଞାନ ଦେଇଛି। ଆମେରିକୀୟ କଂଗ୍ରେସ ଆୟୋଗ ମଙ୍ଗଳବାର ଦିନ ଅନ୍ତର୍ଜାତୀୟ ଧାର୍ମିକ … Continue reading ଭାରତୀୟ ଗୁଇନ୍ଦା ଏଜେନ୍ସି ‘ର’କୁ ପ୍ରତିବନ୍ଧିତ କରିପାରିବ କି ଆମେରିକା?