ରଥଯାତ୍ରା ପାଇଁ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ, ଶ୍ରୀମନ୍ଦିରକୁ ଆସୁଛି ୧୦୧ ଖଣ୍ଡ କାଠ
ରଥଯାତ୍ରା ପାଇଁ ପୁରୀ ଅଭିମୁଖେ ବାହାରିଲା ପ୍ରଥମ ରଥକାଠ । ନୟାଗଡରୁ ୩ଟି ଟ୍ରକରେ ୧୦୧ ଖଣ୍ଡ କାଠ ପୁରୀ ଅଭିମୁଖେ ବାହାରିଛି । ଡିସେମ୍ବର ୧୬ ତାରିଖରେ ପୁରୀରୁ ୩ଜଣ ସେବାୟତ ଆଜ୍ଞାମାଳ ଧରି ନୟାଗଡ ଡିଏଫଓଙ୍କ ନିକଟରେ ପହଂଚିଥିଲେ । ୧୭ ତାରିଖ ଦିନ ଗଣିଆ ନିକଟସ୍ଥ ବଡରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା ପରେ ରଥ କାଠ କଟା ଆରମ୍ଭ ହୋଇଥିଲା । ଆଜି ଟ୍ରକ ଯୋଗେ ପୁରୀ ଅଭିମଖେ କାଠ ଯାଇଛି । … Continue reading ରଥଯାତ୍ରା ପାଇଁ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ, ଶ୍ରୀମନ୍ଦିରକୁ ଆସୁଛି ୧୦୧ ଖଣ୍ଡ କାଠ
Copy and paste this URL into your WordPress site to embed
Copy and paste this code into your site to embed