California sees first tsunami impact, over 1-foot wave observed ।। କାଲିଫର୍ନିଆରେ ପ୍ରଥମ ସୁନାମି ପ୍ରଭାବ, ୧.୬ ଫୁଟ ଉଚ୍ଚତାର ସୁନାମି ଲହରୀ ମାଡ଼

ଋଷ ଉପକୂଳରେ ହୋଇଥିବା ଭୂକମ୍ପ କାରଣରୁ ବୁଧବାର ସକାଳୁ ସୁନାମି ଲହରୀ ଆମେରିକାର ପଶ୍ଚିମ ଉପକୂଳରେ ପହଞ୍ଚି ୱାଶିଂଟନ, ଓରେଗନ ଏବଂ କାଲିଫର୍ନିଆର ଉପକୂଳକୁ ପ୍ରଭାବିତ କରିଛି। ଏପର୍ଯ୍ୟନ୍ତ ସର୍ବୋଚ୍ଚ ଲହରୀ କାଲିଫର୍ନିଆର ଆରେନା କୋଭରେ ମାଡ଼ ହୋଇଥିବା ଜଣାପଡ଼ିଛି, ଯାହାକି ୧.୬ ଫୁଟ ଉଚ୍ଚତାରେ ହୋଇଥିବାର ରେକର୍ଡ କରାଯାଇଛି, ଏହା ପରେ କ୍ରିସେଣ୍ଟ ସିଟି ୧. ୫ ଫୁଟ ଏବଂ ମୋଣ୍ଟେରୀରେ ୧.୪ ଫୁଟ ଉଚ୍ଚତା ସୁନାମି ଲହରୀ ମାଡ଼ ହୋଇଛି। ଉତ୍ତର କାଲିଫର୍ନିଆ ଉପକୂଳ … Continue reading California sees first tsunami impact, over 1-foot wave observed ।। କାଲିଫର୍ନିଆରେ ପ୍ରଥମ ସୁନାମି ପ୍ରଭାବ, ୧.୬ ଫୁଟ ଉଚ୍ଚତାର ସୁନାମି ଲହରୀ ମାଡ଼