ଚଳିତ ମାସ ଶେଷରେ ଶାହାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କ୍ୟାବିନେଟ୍ ସମ୍ପ୍ରସାରଣ ଚର୍ଚ୍ଚା

Mohan cabinet: ଯଦିଓ ତାଙ୍କ ଗସ୍ତ ସମ୍ପର୍କରେ ଆନୁଷ୍ଠାନିକଭାବେ କୌଣସି ସୂଚନା ମିଳିନାହିଁ, ତଥାପି ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ ସେ ଦୁଇଦିନ ପାଇଁ ରାଜଧାନୀରେ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାରକୁ ୬ ମାସ ପୂରିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ମନ୍ତ୍ରିମଣ୍ଡଳରେ ଅଧିକ ମନ୍ତ୍ରୀଙ୍କୁ ସାମିଲ କରିବା ନେଇ ଚର୍ଚ୍ଚା ଜୋର ଧରିଛି। ଚଳିତ ମାସ ଶେଷ ସପ୍ତାହରେ ଅର୍ଥାତ୍ ଡିସେମ୍ବର ୨୮ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମ୍ଭାବ୍ୟ … Continue reading ଚଳିତ ମାସ ଶେଷରେ ଶାହାଙ୍କ ଓଡ଼ିଶା ଗସ୍ତ ପୂର୍ବରୁ କ୍ୟାବିନେଟ୍ ସମ୍ପ୍ରସାରଣ ଚର୍ଚ୍ଚା