ଅମିତ ଶାହାଙ୍କ ଓଡ଼ିଶା ଗସ୍ତ; କ୍ୟାବିନେଟ ସମ୍ପ୍ରସାରଣ ଚର୍ଚ୍ଚା
କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହା ଆସନ୍ତା ୨୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତ ସମୟରେ ସେ ୧୦ଟି ଅଗ୍ନିଶମ କେନ୍ଦ୍ରର ଶିଳାନ୍ୟାସ କରିବା ସହ ୨୫ଟି ରାପିଡ୍ ରେସପନ୍ସ ଗାଡ଼ିର ଶୁଭାରମ୍ଭ କରିବେ। ତେବେ ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କର ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବରିଷ୍ଠ ବିଜେପି ନେତାଙ୍କ ଗସ୍ତ ସମୟରେ ନିଗମ ଓ ବୋର୍ଡରେ ନିଯୁକ୍ତି ସହ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବଡ଼ ନିଷ୍ପତ୍ତି ନିଆଯାଇପାରେ। ସେହିପରି … Continue reading ଅମିତ ଶାହାଙ୍କ ଓଡ଼ିଶା ଗସ୍ତ; କ୍ୟାବିନେଟ ସମ୍ପ୍ରସାରଣ ଚର୍ଚ୍ଚା
Copy and paste this URL into your WordPress site to embed
Copy and paste this code into your site to embed