ସୁଭଦ୍ରା ଶକ୍ତି ମେଳା: ୫ କୋଟି ଟଙ୍କାର ରେକର୍ଡ଼ ବ୍ୟବସାୟ

Subhadra Shakti Mela: ଏହି ମେଳା ମାଧ୍ୟମରେ ୩୫୦ରୁ ଅଧିକ ଏସଏଚଜି ସଦସ୍ୟା ଲକ୍ଷପତି ଦିଦି ହେବା ଓଡିଶାରେ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗଗୁଡ଼ିକ ପାଇଁ ନୂତନ ମାନଦଣ୍ଡ ସ୍ଥାପନ କରିଥିଲା ।  ଭୁବନେଶ୍ୱର ଜନତା ମଇଦାନ ଠାରେ ନଅ ଦିନ ବ୍ୟାପି ଅୟୋଜିତ ମହିଳା ସଶକ୍ତିକରଣର ଏବଂ ଉଦ୍ୟୋଗିତାର ମହୋତ୍ସବ ସୁଭଦ୍ରା ଶକ୍ତି ମେଳା ୨୦୨୫ ରବିବାର ଉଦ୍‌ଯାପିତ ହୋଇଯାଇଛି । ଏହି ଅନନ୍ୟ ମହୋତ୍ସବ ଓଡିଶାର ୩୦ଟି ଜିଲ୍ଲାରୁ ଆସିଥିବା ୩୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ … Continue reading ସୁଭଦ୍ରା ଶକ୍ତି ମେଳା: ୫ କୋଟି ଟଙ୍କାର ରେକର୍ଡ଼ ବ୍ୟବସାୟ