ରାଜ୍ୟରେ ସ୍କୁଲ ପିଲାଙ୍କ ପରିବହନରେ ନିୟୋଜିତ ବସର ଫିଟନେସ ନାହିଁ: ମନ୍ତ୍ରୀ
ସ୍କୁଲ ବସରେ ଯିବାଆସିବା କରୁଥିବା ଦେଶର ଭବିଷ୍ୟତ କୁହାଯାଉଥିବା ସ୍କୁଲ ପିଲାମାନେ ଆଦୌ ସୁରକ୍ଷିତ ନୁହେଁ। କାରଣ ସେମାନଙ୍କ ପରିବହନରେ ନିୟୋଜିତ ଥିବା ଭୁବନେଶ୍ୱରର ୪୬୦ଟି ସ୍କୁଲ ବସ୍ ବିନା ଫିଟନେସ୍ ସାର୍ଟିଫିକେଟରେ ଚଳାଚଳ କରୁଛି ବୋଲି ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବିଧାନସଭାରେ ସୂଚନା ଦେଇଛନ୍ତି। ଏକ ଲିଖିତ ଉତ୍ତରରେ ଶ୍ରୀ ଜେନା ଗୃହକୁ ଜଣାଇଥିଲେ ଯେ ରାଜଧାନୀରେ ମୋଟ୍ ୧୪୮୪ଟି ସ୍କୁଲ ବସ୍ ପଞ୍ଜୀକୃତ ହୋଇଥିଲେ ହେଁ ସେଥିମଧ୍ୟରୁ ୪୬୦ଟିରେ ଆବଶ୍ୟକ … Continue reading ରାଜ୍ୟରେ ସ୍କୁଲ ପିଲାଙ୍କ ପରିବହନରେ ନିୟୋଜିତ ବସର ଫିଟନେସ ନାହିଁ: ମନ୍ତ୍ରୀ
Copy and paste this URL into your WordPress site to embed
Copy and paste this code into your site to embed