Bus accident ।। ଘାଟିକୁ ଖସିଲା ବସ୍, ଭିତରେ ଥିଲେ ୩୦ ଲୋକ

ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲାର କାଳସୀ ଅଞ୍ଚଳରେ ଏକ ଭୟାବହ ସଡ଼କ ଦୁର୍ଘଟଣା ଘଟି ସାରା ରାଜ୍ୟକୁ ଶୋକାକୁଳ କରିଦେଇଛି । ହିମାଚଳ ପ୍ରଦେଶର ଏକ ଯାତ୍ରୀବାହୀ ବସ ନିୟନ୍ତ୍ରଣ ହାରାଇ ଗଭୀର ଘାଟିରେ ଖସି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ଆହତମାନଙ୍କ ଅବସ୍ଥା ଦେଖି ମୃତ୍ୟୁସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସୂଚନା … Continue reading Bus accident ।। ଘାଟିକୁ ଖସିଲା ବସ୍, ଭିତରେ ଥିଲେ ୩୦ ଲୋକ