ପୋଲରେ ଝୁଲିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।। Bus Accident
ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥରେ ଭୟାବହ ଦୁର୍ଘଟଣା । ପୋଲ ଉପରେ ଅଧା ଝୁଲି ରହିଗଲା ଯାତ୍ରୀବାହୀ ବସ୍ , ଅଳ୍ପକେ ବର୍ତ୍ତିଲେ ଅନେକ ଯାତ୍ରୀ । ଏହି ଅଘଟଣ ଆଜି ସକାଳ ପ୍ରାୟ ୮ଟା ୩୦ମିନିଟ୍ ସମୟରେ ଅତାବିରା ଅଞ୍ଚଳରେ ଘଟିଛି । ସୂଚନା ଅନୁଯାୟୀ ଏକ ଘରୋଇ ବସ୍ ସମ୍ଭଲପୁର ରୁ ବରଗଡ଼ ଅଭିମୁଖେ ଯାଉଥିଲା। ବସ୍ଟି ଦମ୍ଦମା ନଦୀ ପୋଲ ଉପରେ ପହଞ୍ଚିବା ସମୟରେ ଚାଳକ ହଠାତ୍ ଭାରସାମ୍ୟ ହରାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି। … Continue reading ପୋଲରେ ଝୁଲିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ ।। Bus Accident
Copy and paste this URL into your WordPress site to embed
Copy and paste this code into your site to embed