ପଞ୍ଚମ ଟେଷ୍ଟରେ ବୁମରା ଆହତ, ଭାରତର ଚିନ୍ତା ବଢିଲା

ଚଳିତ ସିରିଜରେ ୧୫୨.୧ ଓଭର ଓଭର ବୋଲିଂ କରିସାରିଛନ୍ତି ବୁମରା ନେଇଛନ୍ତି ୩୨ଟି ୱିକେଟ ବିଶେନ ସିଂହ ବେଦୀଙ୍କ ରେକର୍ଡ ଭାଙ୍ଗିଛନ୍ତି ଚଳିତ ବର୍ଡର-ଗାଭାସ୍କର ଟ୍ରଫିର ଅନ୍ତିମ ତଥା ପଞ୍ଚମ ଟେଷ୍ଟ ଚାଲିଛି। ଆଉ ୩ଦିନ ଖେଳ ବାକି ରହିଛି। ମାତ୍ର ଏହା ପୂର୍ବରୁ ଦଳର ମୁଖ୍ୟ ଖେଳାଳି ଯଶପ୍ରୀତ ବୁମରା ଆହତ ହେବା ଦ୍ୱାରା ଭାରତୀୟ ଦଳର ଚିନ୍ତା ବଢ଼ି ଯାଇଛି। ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ବୁମରା ମୋଟ ୨ଟି ୱିକେଟ ନେଇଥିଲେ। ମଧ୍ୟାହ୍ନ ବିରତି … Continue reading ପଞ୍ଚମ ଟେଷ୍ଟରେ ବୁମରା ଆହତ, ଭାରତର ଚିନ୍ତା ବଢିଲା