ରୋହିତଙ୍କୁ ନେତୃତ୍ୱରୁ ହଟାଇବା ପାଇଁ ବହୁ ପୂର୍ବରୁ ଚାଲିଥିଲା ଷଡ଼ଯନ୍ତ୍ର

ବର୍ଡର-ଗାଭାସ୍କର ଟ୍ରଫି: ଡ୍ରେସିଂ ରୁମର ଗୁମର କଥା କୋହଲିଙ୍କ ଭଳି ଅଧିନାୟକ ଚାହୁଁଥିଲେ ଗମ୍ଭୀର ଚଳିତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ଦୟନୀୟ ପ୍ରଦର୍ଶନଠୁ ବଳି ଯାଇଛି ଦଳ କନ୍ଦଳ। ପଞ୍ଚମ ଟେଷ୍ଟରୁ ଅଧିନାୟ ରୋହିତ ଶର୍ମାଙ୍କୁ ବାଦ ଦିଆଯାଇଛି ଓ ଯଶପ୍ରୀତ ବୁମରା ନେଉଛନ୍ତି ନେତୃତ୍ୱ। ଆଡିଲେଡ ଓ ମେଲବର୍ଣ୍ଣ ଭଳି ସମଦଶା ଭୋଗିଛି ଭାରତୀୟ ଦଳ। ପ୍ରଥମ ଇନିଂସରେ ମାତ୍ର ୧୮୫ ରନ୍ କରି ଅଲ୍‍ ଆଉଟ୍‍ ହୋଇଯାଇଛି। ରୋହିତଙ୍କ ଭଳି … Continue reading ରୋହିତଙ୍କୁ ନେତୃତ୍ୱରୁ ହଟାଇବା ପାଇଁ ବହୁ ପୂର୍ବରୁ ଚାଲିଥିଲା ଷଡ଼ଯନ୍ତ୍ର