ବଙ୍ଗଳା ରାଜନୀତିରେ ‘ବୁଲ୍‌ଡୋଜର’ || ‘Bulldozer’ in Bengali politics

ପଶ୍ଚିମବଙ୍ଗ ରାଜନୀତି ସବୁବେଳେ ଭାବପ୍ରବଣତା, ସଂସ୍କୃତି ଏବଂ ରଣନୈତିକ ସଂଘର୍ଷର କେନ୍ଦ୍ରବିନ୍ଦୁ ହୋଇ ରହିଆସିଛି। କିନ୍ତୁ ୨୦୨୬ ବିଧାନସଭା ନିର୍ବାଚନ ପୂର୍ବରୁ ବଙ୍ଗଳାର ଆକାଶରେ ଏକ ନୂଆ ପ୍ରକାରର ରାଜନୈତିକ ବାତ୍ୟା ଦେଖାଦେଇଛି। ବିଜେପିର ପ୍ରଭାବଶାଳୀ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ‘ବୁଲ୍‌ଡୋଜର’ ମଡେଲ୍‌ର ପ୍ରୟୋଗ ସମ୍ପର୍କିତ ଘୋଷଣା ରାଜ୍ୟ ରାଜନୀତିକୁ ସମ୍ପୂର୍ଣ୍ଣ ରୂପେ ଦୋହଲାଇ ଦେଇଛି। ଯେଉଁ ବଙ୍ଗଳା ଦିନେ ‘ଭଦ୍ରଲୋକ’ ସଂସ୍କୃତି ପାଇଁ ଜଣାଶୁଣା ଥିଲା, ସେଠାରେ ୟୁପିର ‘ଯୋଗୀ … Continue reading ବଙ୍ଗଳା ରାଜନୀତିରେ ‘ବୁଲ୍‌ଡୋଜର’ || ‘Bulldozer’ in Bengali politics