Budh Gochar 2025: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ଗ୍ରହମାନେ ରାଜକୁମାର ବୋଲି କୁହାଯାଏ। ବୁଦ୍ଧି, ଜ୍ଞାନ, ସଂସ୍କାରର କାରକ ହିସାବରେ ବୁଧ ଗ୍ରହ ମିଥୁନ ଏବଂ କନ୍ୟା ରାଶିର ସ୍ୱାମୀ। ଏହି ଦୁଇ ରାଶିକୁ ବୁଧ ଗ୍ରହର ଆଶୀର୍ବାଦ ସୁବୁଦିନ ପାଇଁ ମିଳିଥାଏ।
ଶୀଘ୍ର ବୁଧ ଗ୍ରହ ତାଙ୍କର ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆସନ୍ତୁ ଜାଣିବା ବୁଧର ପୂର୍ବ ଭାଦ୍ରପଦରେ ଗୋଚର ଫଳରେ କେଉଁ ରାଶିରେ କ’ଣ ପ୍ରଭାବ ପଡ଼ିବ।
ବୃଷ ରାଶି -ବୃଷ ରାଶି ଥିବା ଲୋକଙ୍କ ପାଇଁ ଏହି ସମୟ ଉତ୍ତମ ଅଟେ। ଏହି ସମୟରେ ବୃଷ ରାଶି ଥିବା ଲୋକମାନଙ୍କ ଜୀବନରେ ସକାରାତ୍ମକ ଫଳର ସାଧନା ହୋଇପାରେ। ବିଜନେସରେ ଲମ୍ବା ସମୟରୁ ଯେ ଡିଲ୍ ହେବା ପାଇଁ ଆପଣ ପ୍ରତିକ୍ଷା କରୁଥିଲେ, ତାହା ଆପଣଙ୍କ ହାଥରେ ଆସିପାରେ। ବିଜନେସ୍ମ୍ୟାନ୍ଙ୍କ ପାଇଁ ଏହି ସମୟ ଉତ୍ତମ ରହିବ। କାର୍ଯ୍ୟମାନ୍ୟରେ ପ୍ରମୋସନ୍ର ସୁଯୋଗ ଅଛି। ସାରକଥା ହେଲା ଏହି ସମୟ ଆପଣଙ୍କ ପାଇଁ ବିକାଶ ନେଇଆସିବ।
ମିଥୁନ ରାଶି – ମିଥୁନ ରାଶି ଥିବା ଲୋକଙ୍କ ପାଇଁ ବୁଧଙ୍କର ପୂର୍ବ ଭାଦ୍ରପଦରେ ଗୋଚର ଅକୁନୂଳ ହେବ। ଜୀବନରେ ଖୁସିର ଆଗମନ ହେବ। କାର୍ଯ୍ୟସ୍ଥଳରେ ସଫଳତା ମିଳିବ। ଜବ କରୁଛନ୍ତି ତେବେ ଆପଣଙ୍କୁ ପ୍ରମୋସନ ହେବ। ସିନିୟର ଏବଂ ଅନ୍ୟ ଲୋକ ଆପଣଙ୍କର କାମର ପ୍ରଶଂସା କରିବେ।
ତୁଳା ରାଶି – ତୁଳା ରାଶି ମାନଙ୍କୁ ବୁଧଙ୍କର ପୂର୍ବ ଭାଦ୍ରପଦରେ ଗୋଚର ଲାଭ ଦେବ। ଆୟରେ ଜବରଦସ୍ତ ବୃଦ୍ଧି ହେବ। ଲମ୍ବା ସମୟରୁ ଯଦି ଆପଣଙ୍କର ଅଟକିଥିବା କାମ ହୋଇପାରେ। ଆର୍ଥିକ ସ୍ଥିତି ମଜବୁତ ହେବ। ଛାତ୍ରମାନଙ୍କ ପାଇଁ ଏହି ସମୟ ଶ୍ରେଷ୍ଠ ଅଟେ, ପରୀକ୍ଷାରେ ସଫଳତା ହାସଲ ହେବ।
ALSO READ: https://purvapaksa.com/do-not-keep-these-things-on-your-office-desk-it-halts-progress/