Budget Session ୫ଟି କାର୍ଯ୍ୟଦିବସ ଥାଇ ସରିଲା: ପ୍ରତିବାଦରେ ସୀମିତ ରହିଗଲେ ବିଜେଡି-କଂଗ୍ରେସ || Budget Session ends after 5 working days: BJD-Congress limited to protest

ଓଡ଼ିଶା ରାଜନୀତିର ସବୁଠାରୁ ବଡ଼ ଖବର। ଧାର୍ଯ୍ୟ ସମୟର ୫ ଦିନ ପୂର୍ବରୁ ଶେଷ ହୋଇଯାଇଛି ବିଧାନସଭାର ବଜେଟ୍ ଅଧିବେଶନ। ଏପ୍ରିଲ ୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ମାର୍ଚ୍ଚ ୩୧ ବିଳମ୍ବିତ ରାତିରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ହୋଇଛି। କିନ୍ତୁ ପ୍ରଶ୍ନ ଉଠୁଛି, ଏହି ୨୨ ଦିନର ଅଧିବେଶନରେ ଓଡ଼ିଶାବାସୀଙ୍କୁ କଣ ମିଳିଲା? ବିରୋଧୀଙ୍କ ହଟ୍ଟଗୋଳ ଏବଂ ସରକାରଙ୍କ ରଣନୀତି ଭିତରେ କେଉଁଠି ହଜିଗଲା କି ଜନସାଧାରଣଙ୍କ ସମସ୍ୟା? ଆଜିର … Continue reading Budget Session ୫ଟି କାର୍ଯ୍ୟଦିବସ ଥାଇ ସରିଲା: ପ୍ରତିବାଦରେ ସୀମିତ ରହିଗଲେ ବିଜେଡି-କଂଗ୍ରେସ || Budget Session ends after 5 working days: BJD-Congress limited to protest