Budget Session 2026 ।। ସଂସଦରେ ନିଜର ଅଭିଭାଷଣ ରଖିଲେ ରାଷ୍ଟ୍ରପତି

୨୦୨୬ ବର୍ଷର ପ୍ରଥମ ସଂସଦୀୟ ଅଧିବେଶନକୁ ସମ୍ବୋଧିତ କରି ମାନ୍ୟବର ରାଷ୍ଟ୍ରପତି ଦେଶର ଦ୍ରୁତ ବିକାଶ, ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଓ ଆତ୍ମନିର୍ଭର ଭବିଷ୍ୟତର ଏକ ଗୌରବମୟ ଚିତ୍ର ଉପସ୍ଥାପନ କରିଛନ୍ତି । ତାଙ୍କ ଅଭିଭାଷଣରେ ସେ ୨୦୪୭ ସୁଦ୍ଧା ଭାରତକୁ ଏକ ସମ୍ପୂର୍ଣ୍ଣ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ସରକାର ନେଇଥିବା ପଦକ୍ଷେପ ଓ ଦୃଢ଼ ସଂକଳ୍ପକୁ ଗୁରୁତ୍ୱ ସହ ଉପସ୍ଥାପନ କରିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଦେଶର ବିକାଶ କେବଳ ଆର୍ଥିକ ଉନ୍ନତିରେ … Continue reading Budget Session 2026 ।। ସଂସଦରେ ନିଜର ଅଭିଭାଷଣ ରଖିଲେ ରାଷ୍ଟ୍ରପତି