ବଦଳିଲା ବଜେଟ୍‍ ବାକ୍ସର ରଙ୍ଗ,  ସମ୍ବଲପୁରୀ ବସ୍ତ୍ର ଭଳି ସଜ୍ଜିତ ବଜେଟ୍‍ ବାକ୍ସକୁ ରାଜ୍ୟପାଳଙ୍କୁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ଅସ୍ମିତା ଓ ପରିଚୟ ବିଷୟକୁ ପ୍ରାଧାନ୍ୟ ଦେଇ ଶାସନ କ୍ଷମତାକୁ ଆସିଥିବା ବିଜେପି ସରକାର ରାଜ୍ୟର ବଜେଟ୍‍ ବାକ୍ସର ରଙ୍ଗକୁ ବଦଳାଇଛନ୍ତି। ପାରମ୍ପରିକଭାବେ ନାଲି  ଅଥବା ମେରୁନ୍‍ ରଙ୍ଗରେ ପ୍ରତି ବଜେଟ୍‍ ଅଧିବେଶନରେ ଆସୁଥିବା ଏହି ବଜେଟ୍‍ ବାକ୍ସକୁ ସମ୍ବଲପୁରୀ ବସ୍ତ୍ର ଭଳି ସଜ୍ଜା ଯାଇଥିବା ଦେଖିବାକୁ ମିଳିଛି। ଏହି ବାକ୍ସକୁ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟପାଳ ହରିବାବୁ କୁମ୍ଭମ୍‍ ପାଟିଙ୍କୁ ପ୍ରଦାନ କରିଛନ୍ତି। ଅର୍ଥ ବିଭାଗ ଦାୟିତ୍ୱକୁ ନିଜ ପାଖରେ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ … Continue reading ବଦଳିଲା ବଜେଟ୍‍ ବାକ୍ସର ରଙ୍ଗ,  ସମ୍ବଲପୁରୀ ବସ୍ତ୍ର ଭଳି ସଜ୍ଜିତ ବଜେଟ୍‍ ବାକ୍ସକୁ ରାଜ୍ୟପାଳଙ୍କୁ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ