ନିର୍ମଳାଙ୍କ ବଜେଟରେ ଏଥର ଆମ୍ ଆଦାମୀଙ୍କୁ ମିଳିପାରେ ଏହି ୫ ଉପହାର

Budget 2025: ବଜେଟ୍-୨୦୨୫ ସହ ଜଡ଼ିତ ଅନେକ ଆଶା ରହିଛି ଯାହା ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେଇପାରିବ। ଏହି ପରିବର୍ତ୍ତନ ଦ୍ୱାରା ଟିକସଦାତାମାନେ ଲାଭବାନ ହେବାର ସମ୍ଭାବନା ରହିଛି । ଏହି ବଜେଟରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବ କି? ଜାଣନ୍ତୁ ଏହି ବଜେଟ୍ ସହ ଜଡିତ ୫ଟି ପ୍ରମୁଖ ଆଶା। ଫେବ୍ରୁଆରୀ ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ସଂସଦରେ ସାଧାରଣ ବଜେଟ୍ ରଖିବାକୁ ଯାଉଛନ୍ତି। ବଜେଟ୍ ୨୦୨୫କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଅନେକ ଆଶା … Continue reading ନିର୍ମଳାଙ୍କ ବଜେଟରେ ଏଥର ଆମ୍ ଆଦାମୀଙ୍କୁ ମିଳିପାରେ ଏହି ୫ ଉପହାର