ବଜେଟ୍-୨୦୨୫ରୁ କ’ଣ ଆଶା କରୁଛନ୍ତି ଶିଳ୍ପପତି ?
Budget 2025: ଫେବ୍ରୁଆରି ପହିଲାରେ କେନ୍ଦ୍ର ବଜେଟ୍ ଉପସ୍ଥାପନ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ଗୃହରେ ଉପସ୍ଥାପନ କରିବେ। ଏହି ବଜେଟକୁ ନେଇ ଇଣ୍ଡଷ୍ଟ୍ରିର ବହୁତ ଆଶା ରହିଛି । ଚାକିରି କରୁଥିବା ଲୋକଙ୍କୁ ଆୟକରଛାଡ଼ କରିବା ସହିତ ବ୍ୟବସାୟୀଙ୍କୁ ମଧ୍ୟ ଅନେକ ସୁବିଧା ମିଳିବା ଦରକାର ବୋଲି ଶିଳ୍ପ ପକ୍ଷରୁ କୁହାଯାଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ରେ ବଜେଟ୍ ଉପସ୍ଥାପନ କରିବେ ଏହି ବଜେଟରୁ ଇଣ୍ଡଷ୍ଟ୍ରି ବହୁତ କିଛି ଆଶା କରୁଛି ୨୦ … Continue reading ବଜେଟ୍-୨୦୨୫ରୁ କ’ଣ ଆଶା କରୁଛନ୍ତି ଶିଳ୍ପପତି ?
Copy and paste this URL into your WordPress site to embed
Copy and paste this code into your site to embed