ସଂକ୍ଷେପରେ ବଜେଟ ୨୦୨୫: ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ମୁକ୍ତ, ଜାଣନ୍ତୁ ବଜେଟରେ ଦେଖନ୍ତୁ ଅନ୍ୟ ବଡ଼ ଘୋଷଣା

ମୋଦି ସରକାର ଏକ ଟିକସ ରିହାତି ପ୍ରଦାନ କରିଛନ୍ତି ଯାହା ଆଶାଠାରୁ ମଧ୍ୟ ଅଧିକ । ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ସମ୍ପୂର୍ଣ୍ଣ ଟିକସ ମୁକ୍ତ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହା ସହିତ ସରକାର ଏକ ନୂଆ ଟିକସ ଆଇନ ମଧ୍ୟ ଆଣିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ଯେ ଆସନ୍ତା ସପ୍ତାହରେ ସଂସଦରେ ନୂଆ ଟିକସ ଆଇନ ପାଇଁ ଏକ ବିଲ୍ ଉପସ୍ଥାପନ କରାଯିବ। ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀ ବିଶେଷ … Continue reading ସଂକ୍ଷେପରେ ବଜେଟ ୨୦୨୫: ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ମୁକ୍ତ, ଜାଣନ୍ତୁ ବଜେଟରେ ଦେଖନ୍ତୁ ଅନ୍ୟ ବଡ଼ ଘୋଷଣା