ବଜେଟ୍‍ ବ୍ୟବଛେଦ: ଏମଏସଏମଇ ଓ କୃଷି ହେଉଛନ୍ତି ସୁନାପୁଅ

Budget-2025: ସଂସଦରେ ଉପସ୍ଥାପିତ ୨୦୨୫-୨୬ ଆର୍ଥିକ ବର୍ଷର ବଜେଟରେ ୧୦ଟି କ୍ଷେତ୍ରକୁ ଗୁରୁତ୍ୱ ଦିଆଯାଇଛି। ମଧ୍ୟମ ଶ୍ରେଣୀ ଲୋକଙ୍କ ବିକାଶକୁ ବେଶୀ ଗୁରୁତ୍ୱ ଦିଆଯାଇଛି। ଗରିବ, ଯୁବକ, ଅନ୍ନଦାତା, ମହିଳା ମେକ୍‍ ଇନ୍ ଇଣ୍ଡିଆକୁ ଆହୁରି ଆଗକୁ ବଢ଼ାଇବା ଓ ଏମଏସଏମଇ ଆଦି ଫୋକସରେ ରହିଛି। ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ, କୃଷିକୁ ବିକାଶର ପ୍ରଥମ ଇଞ୍ଜିନ୍ କହିଥିବାବେଳେ ଏମଏସଏମଇ ବିକାଶର ଦ୍ୱିତୀୟ ଇଞ୍ଜିନ ଓ ପୁଞ୍ଜି ନିବେଶ ୩ୟ ଇଞ୍ଜିନ ବୋଲି କହିଛନ୍ତି। ବଜେଟରେ ଚାଷୀଙ୍କ ପାଇଁ … Continue reading ବଜେଟ୍‍ ବ୍ୟବଛେଦ: ଏମଏସଏମଇ ଓ କୃଷି ହେଉଛନ୍ତି ସୁନାପୁଅ