୧୦ ବନ୍ଦେ ଭାରତ ସ୍ଲିପର, ୧୦୦ ଅମୃତ ଭାରତ ଏକ୍ସପ୍ରେସ; ଚଳିତ ବଜେଟରେ ରେଳବାଇ ପାଇଁ କ’ଣ ଘୋଷଣା ହୋଇପାରେ?

Budget 2025 Expectations: କେନ୍ଦ୍ରୀୟ ବଜେଟ୍ ୨୦୨୫ ଉପସ୍ଥାପନ ହେବାକୁ ଆଉ ମାତ୍ର କିଛିଦିନ ବାକି ଅଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରି ୧ତାରିଖରେ ବଜେଟ ଉପସ୍ଥାପନ କରିବେ। ଏହି ବଜେଟରେ ରେଳବାଇ ପାଇଁ ଅନେକ ନୂଆ ଘୋଷଣା ହୋଇପାରେ। ସେହିପରି ରେଳବାଇର ବଜେଟ୍ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ପାଇପାରେ। ଅନେକ ନୂତନ ଅତ୍ୟାଧୁନିକ ଟ୍ରେନ୍ ସଂଖ୍ୟା ବଢ଼ିପାରେ। ଫେବ୍ରୁଆରି ୧ରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ୍। ରେଳବାଇ ପାଇଁ ଅନେକ ନୂଆ ଘୋଷଣା ହୋଇପାରେ … Continue reading ୧୦ ବନ୍ଦେ ଭାରତ ସ୍ଲିପର, ୧୦୦ ଅମୃତ ଭାରତ ଏକ୍ସପ୍ରେସ; ଚଳିତ ବଜେଟରେ ରେଳବାଇ ପାଇଁ କ’ଣ ଘୋଷଣା ହୋଇପାରେ?