BUDGET-2025: ରୁଷିଛନ୍ତି ମଧ୍ୟବିତ୍ତ, ବୁଝାଇବାକୁ ବଜେଟରେ ହେବ ଉଦ୍ୟମ?

BUDGET-25: ଟିକସ ବୋଝକୁ ନେଇ ଚିନ୍ତାରେ ବଢ଼ୁଥିବାବେଳେ ଆଗାମୀ ବଜେଟକୁ ନେଇ ମଧ୍ୟବିତ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଜେପି ନେତୃତ୍ୱାଧୀନ ସରକାର ପାଇଁ ଏହି ବର୍ଗର ଦାବିକୁ ଅଣଦେଖା କରିବା କଷ୍ଟକର ହେବ। ବିରୋଧୀମାନେ ମଧ୍ୟ ଏହି ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଆଗାମୀ ବଜେଟରୁ ଆୟକର ରିହାତି ଆଶା କରାଯାଉଛି। ମଧ୍ୟବିତ୍ତଙ୍କ ଅସନ୍ତୋଷ ବିଜେପି ପାଇଁ ଚ୍ୟାଲେଞ୍ଜ ପାଲଟିଛି ଟିକସ କୁ ନେଇ ବଢୁଛି ଚର୍ଚ୍ଚା, ସରକାରଙ୍କ ନୀତି ଉପରେ ପ୍ରଶ୍ନ ମୁଦ୍ରାସ୍ଫୀତି ମଧ୍ୟବିତ୍ତଙ୍କ … Continue reading BUDGET-2025: ରୁଷିଛନ୍ତି ମଧ୍ୟବିତ୍ତ, ବୁଝାଇବାକୁ ବଜେଟରେ ହେବ ଉଦ୍ୟମ?