ରତ୍ନଗିରିରୁ ମିଳିଲା ବୌଦ୍ଧ ମୂର୍ତ୍ତି
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ଯାଜପୁର ଜିଲ୍ଲାର ରତ୍ନଗିରି ବୌଦ୍ଧ ସ୍ଥଳରେ ଚାଲିଥିବା ଖନନରୁ କିଛି ଅମୂଲ୍ୟ ଅବଶେଷ ଠାବ ହୋଇଛି।ବିଶିଷ୍ଟ ପ୍ରତ୍ନତତ୍ତ୍ୱବିତ୍ ଦେବଲା ମିତ୍ରଙ୍କ ତତ୍ତ୍ୱାବଧାନରେ ଏଏସ୍ଆଇ ପକ୍ଷରୁ ଶେଷ ଥର ପାଇଁ ୧୯୫୮ରୁ ୧୯୬୧ ପର୍ଯ୍ୟନ୍ତ ଏହି ସ୍ଥାନ ଖୋଳାଯାଇଥିଲା। ବ୍ରାହ୍ମଣୀ ଓ ବିରୁପା ନଦୀ ମଝିରେ ଥିବା ପାହାଡ଼ ଉପରେ ଅବସ୍ଥିତ ରତ୍ନଗିରି ସ୍ଥାନରୁ ଏକ ଅଖଣ୍ଡ ହାତୀ, ବୌଦ୍ଧ ଦେବାଦେବୀଙ୍କ ଖଣ୍ଡଖଣ୍ଡ, ସ୍ତୁପ ଆଦି ଖନନ କରାଯାଇଛି। ଅଧିକାରୀଙ୍କ କହିବାନୁସାରେ, … Continue reading ରତ୍ନଗିରିରୁ ମିଳିଲା ବୌଦ୍ଧ ମୂର୍ତ୍ତି
Copy and paste this URL into your WordPress site to embed
Copy and paste this code into your site to embed