British F-35 fighter jet might be dismantled And parceled to UK ।। କେରଳରୁ ଗୁଣ୍ଡ ହୋଇ ୟୁକେ ଯିବ ବ୍ରିଟିଶ ଏଫ-୩୫ ଲଢ଼ୁଆ ବିମାନ

“ଯାହା ଭାଙ୍ଗି ନାହିଁ ତାକୁ ସଜାଡ଼ ନାହିଁ,” ଏଭଳି ପୁରୁଣା କଥା ଆମ ଜନସମାଜରେ ବେଶ ପ୍ରଚଳିତ। କିନ୍ତୁ କେତେକ ସମୟରେ ଜିନିଷଗୁଡ଼ିକୁ ସଜଡିବା ପାଇଁ ଭାଙ୍ଗିବାକୁ ପଡ଼ିଥାଏ। ଏବଂ ବ୍ରିଟିଶ ରୟାଲ ନୌସେନାର ଏଫ-୩୫ବି ଷ୍ଟିଲ୍ଥ ଜେଟ୍ ସହିତ ସାମନା ଘଟଣା ଘଟିବ। ଜୁନ୍ ୧୪ ତାରିଖରୁ କେରଳର ଥିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ବ୍ରିଟିଶ F-35 ଲଢ଼ୁଆ ବିମାନ ପାର୍କିଂ କରାଯାଇଛି। ସୂତ୍ର ଅନୁସାରେ, ଏହି ଲଢ଼ୁଆ ବିମାନକୁ ଆଂଶିକ ଭାବରେ ଭାଙ୍ଗି ଏକ ସାମରିକ … Continue reading British F-35 fighter jet might be dismantled And parceled to UK ।। କେରଳରୁ ଗୁଣ୍ଡ ହୋଇ ୟୁକେ ଯିବ ବ୍ରିଟିଶ ଏଫ-୩୫ ଲଢ଼ୁଆ ବିମାନ