୫୨ବର୍ଷର ରେକର୍ଡ ଭାଙ୍ଗିଲା ତାତି, କୋରାପୁଟରେ ସର୍ବୋଚ୍ଚ ତାପମାତ୍ରା ୩୩ .୨ଡିଗ୍ରୀ

ଶୀତ ଦିନରେ ତାତି । ଦିନକ ତଳେ, ଜାନୁଆରୀ ତାତିର ରେକର୍ଡ ଭାଙ୍ଗିଥିଲା କୋରାପୁଟ । ଜାନୁଆରୀ ୨୨ର ତାପମାତ୍ରା ଥିଲା ୩୩ .୨ ଡିଗ୍ରୀ । ୫୨ ବର୍ଷ ଭିତରେ ତାହା ସର୍ବାଧିକ ଥିଲା । ପାଣିପାଗ ବିଭାଗର କହିବା ଅନୁସାରେ ୨୦୦୯ରେ ଶେଷ ଥର ପାଇଁ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ଏବେ ୨୦୨୫ରେ ଏହାର ଅନୁରୂପ ଦେଖାଯାଇଛି । ୨୦୦୯ ଜାନୁଆରୀରେ କୋରାପୁଟରେ ଏଭଳି ଭୀଷଣ ଗରମ ଅନୁଭୂତ ହୋଇଥିଲା । … Continue reading ୫୨ବର୍ଷର ରେକର୍ଡ ଭାଙ୍ଗିଲା ତାତି, କୋରାପୁଟରେ ସର୍ବୋଚ୍ଚ ତାପମାତ୍ରା ୩୩ .୨ଡିଗ୍ରୀ