ଦିଲ୍ଲୀ-ଜୟପୁର ରାଜପଥରେ ଆଉ ଲାଗିବନି ବ୍ରେକ୍ ; ଏଣିକି ଚଳନ୍ତା ଅବସ୍ଥା ରେ ଗାଡ଼ିରୁ କାଟିବ ଟିକସ ! || Brakes will no longer be required on the Delhi-Jaipur highway; from now on, tax will be deducted from the vehicle while it is running!

ମେ ୧ରେ ଚୋରୟାସି (ଗୁଜରାଟ) ଏବଂ ମଇ ୧୧ରେ ମୁଣ୍ଡକା (ଦିଲ୍ଲୀ)ରେ କାର୍ଯ୍ୟାନ୍ୱୟନ ପରେ, NHAI ଏବେ ପୁରୁଣା ଦିଲ୍ଲୀ-ଜୟପୁର ଏକ୍ସପ୍ରେସୱେ (NH-48) ବାଧାମୁକ୍ତ କରିବାକୁ ପ୍ରସ୍ତୁତ ହେଉଛି । ଏହି ରାଜପଥରେ ତିନୋଟି ଟୋଲ୍ ପ୍ଲାଜା ଅଛି, ଏବଂ ଏହି ଜୁନ୍ ମାସରେ ଏହାକୁ ବାଧାମୁକ୍ତ କରାଯିବ । ଏହି ପ୍ରକ୍ରିୟା ଜୟପୁର ନିକଟ ଦୌଲତପୁରା ଟୋଲ୍ ପ୍ଲାଜା ସହିତ ଆରମ୍ଭ ହେବ, ତା’ପରେ ଶାହଜାହାନପୁର ଏବଂ ମନୋହରପୁର ଟୋଲ୍ ପ୍ଲାଜାରେ କାର୍ଯ୍ୟକାରୀ ହେବ । … Continue reading ଦିଲ୍ଲୀ-ଜୟପୁର ରାଜପଥରେ ଆଉ ଲାଗିବନି ବ୍ରେକ୍ ; ଏଣିକି ଚଳନ୍ତା ଅବସ୍ଥା ରେ ଗାଡ଼ିରୁ କାଟିବ ଟିକସ ! || Brakes will no longer be required on the Delhi-Jaipur highway; from now on, tax will be deducted from the vehicle while it is running!