Brahmos will be tested in this Muslim country’s defense garage ।। ଡିଲ୍ ସରିଗଲା! ଏହି ମୁସଲିମ ଦେଶରେ ଭାରତର ବ୍ରହ୍ମୋସ ପରୀକ୍ଷଣ କରାଯିବ

ଅପରେସନ୍ ସିନ୍ଦୁର ସମୟରେ ଭାରତର ସ୍ୱଦେଶୀ ବ୍ରହ୍ମୋସ୍ ସୁପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ର ପାକିସ୍ତାନରେ ଆତଙ୍କବାଦୀ ଏବଂ ସାମରିକ ଲକ୍ଷ୍ୟସ୍ଥଳ ଉପରେ ଧ୍ୱଂସ ଘଟାଇଥିଲା । ବିଶ୍ୱ ବ୍ରହ୍ମୋସ୍‌ର ସଠିକତା ଏବଂ ଏହା ଦ୍ୱାରା ହୋଇଥିବା ଧ୍ୱଂସ ଦେଖିଥିଲା । ବ୍ରହ୍ମୋସ୍‌ର ସଫଳ ଉତ୍କକ୍ଷେପଣ ପରେ ଭାରତ କ୍ରେତାଙ୍କ ସନ୍ଧାନକୁ ତୀବ୍ର କରିଛି। ଏହି ସମୟରେ ବିଶ୍ୱର ସର୍ବବୃହତ ମୁସଲିମ୍ ବହୁଳ ରାଷ୍ଟ୍ର ଇଣ୍ଡୋନେସିଆ ବ୍ରହ୍ମୋସ୍ କ୍ଷେପଣାସ୍ତ୍ର ପ୍ରତି ଆଗ୍ରହ ପ୍ରକାଶ କରିଛି । ଗୁରୁବାର ଭାରତୀୟ ପ୍ରତିରକ୍ଷା … Continue reading Brahmos will be tested in this Muslim country’s defense garage ।। ଡିଲ୍ ସରିଗଲା! ଏହି ମୁସଲିମ ଦେଶରେ ଭାରତର ବ୍ରହ୍ମୋସ ପରୀକ୍ଷଣ କରାଯିବ