history of world top intelligence agency ।। ୧୯୬୫ର ଯୁଦ୍ଧରୁ ଜନ୍ମ ନେଇଥିଲା ର’,ଜାଣନ୍ତୁ ବିଶ୍ୱର ଶକ୍ତିଶାଳୀ ଗୁଇନ୍ଦା ଏଜେନ୍ସିଙ୍କ ବାବଦରେ

ଗୁଇନ୍ଦାଗିରି ଅଭିଯୋଗରେ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାର ଗିରଫ ପରେ ନୂଆ-ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଦାବି କରାଯାଉଛି ଯେ ପହଲଗାମ ଆକ୍ରମଣ ପୂର୍ବରୁ ସେ ପାକିସ୍ତାନ ଯାଇଥିଲା। ସେଠାରୁ ଫେରି ସେ କାଶ୍ମୀର ବୁଲିବାକୁ ଯାଇଥିଲା। ସେ ପାକିସ୍ତାନର ଗୁପ୍ତଚର ଅଧିକାରୀଙ୍କ ସହ ସମ୍ପର୍କରେ ଥିଲା। ଏହି ସାମ୍ପ୍ରତିକ ଘଟଣା ପରେ ବିଶ୍ୱର ଗୁପ୍ତଚର ଏଜେନ୍ସିଗୁଡ଼ିକ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହେଉଛି। ଦେଶର ସୁରକ୍ଷାର ପ୍ରଥମ ପଂକ୍ତି ହେଉଛି ଏହାର ଗୁଇନ୍ଦା ଏଜେନ୍ସି। ଗୁଇନ୍ଦା ଏଜେନ୍ସିଠାରୁ … Continue reading history of world top intelligence agency ।। ୧୯୬୫ର ଯୁଦ୍ଧରୁ ଜନ୍ମ ନେଇଥିଲା ର’,ଜାଣନ୍ତୁ ବିଶ୍ୱର ଶକ୍ତିଶାଳୀ ଗୁଇନ୍ଦା ଏଜେନ୍ସିଙ୍କ ବାବଦରେ