ବିଶ୍ୱ ପ୍ରଦୂଷଣ ମୁକାବିଲା ପାଇଁ ଫାଇଟୋରେମେଡିଏସନ୍ ପଦ୍ଧତି ଉପରେ ଭୁବନେଶ୍ୱର ଏସ୍ଓଏରେ ପୁସ୍ତକ ଉନ୍ମୋଚନ
ବିଶ୍ୱ ପ୍ରଦୂଷଣ ମୁକାବିଲା ପାଇଁ ଫାଇଟୋରେମେଡିଏସନ୍ ପଦ୍ଧତି ଉପରେ ଏକ ପୁସ୍ତକ ଭୁବନେଶ୍ୱରସ୍ଥିତ ଶିକ୍ଷା ‘ଓ’ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟି (ଏସ୍ଓଏ)ରେ ଉନ୍ମୋଚିତ ହୋଇଛି। ‘ଫାଇଟୋରେମିଡିଏସନ୍ ମାଧ୍ୟମରେ ପରିବେଶ ପ୍ରଦୂଷଣର ସ୍ଥାୟୀ ପରିଚାଳନା’ ଶୀର୍ଷକ ଏହି ପୁସ୍ତକକୁ ଏସ୍ଓଏର ଦୁଇ ଜଣ ଗବେଷକଙ୍କ ସମେତ ୪ ଜଣ ଗବେଷକ ସମ୍ପାଦନା କରିଛନ୍ତି। ଏହାକୁ ଏସ୍ଓଏର ପ୍ରତିଷ୍ଠାତା ସଭାପତି ପ୍ରଫେସର ମନୋଜରଞ୍ଜନ ନାୟକ ଉନ୍ମୋଚନ କରିଥିଲେ। ପାରମ୍ପରିକ ପ୍ରତିକାରମୂଳକ ଜ୍ଞାନକୌଶଳକୁ ମୂଲ୍ୟ-ନିଷେଧ ଭାବରେ ବିବେଚନା କରାଯାଉଥିବାରୁ … Continue reading ବିଶ୍ୱ ପ୍ରଦୂଷଣ ମୁକାବିଲା ପାଇଁ ଫାଇଟୋରେମେଡିଏସନ୍ ପଦ୍ଧତି ଉପରେ ଭୁବନେଶ୍ୱର ଏସ୍ଓଏରେ ପୁସ୍ତକ ଉନ୍ମୋଚନ
Copy and paste this URL into your WordPress site to embed
Copy and paste this code into your site to embed