ହାଡ଼କୁ ଦୁର୍ବଳ କରେ ଏହି ୫ ଟି ଜିନିଷ ।। Bone Health

ଆଜିକାଲି ଦୈନନ୍ଦିନ ଜୀବନରେ ଖାଦ୍ୟ ଓ ପାନୀୟ ବିକଳ୍ପରେ ଅନେକ ଭୁଲ୍ ଅଭ୍ୟାସ ଆମର ହାଡକୁ ଦୁର୍ବଳ କରୁଛି । ପ୍ରତ୍ୟେକ ୫ ଜଣରେ ୧ ଜଣ ହାଡ ଦୁର୍ବଳତା ସମସ୍ୟାରେ ଶିକାର ହେଉଛନ୍ତି । ପୂର୍ବରୁ ଏହି ସମସ୍ୟା ମୁଖ୍ୟତଃ ବୟସ୍କ ଲୋକଙ୍କ ପାଇଁ ସୀମିତ ଥିଲା, କିନ୍ତୁ ଏବେ ଏହା ଯୁବ ପିଢ଼ିରେ ମଧ୍ୟ ଦେଖାଯାଉଛି । ଡାକ୍ତରମାନେ  ହାଡକୁ ଶକ୍ତିଶାଳୀ ରଖିବା ପାଇଁ ପ୍ରମୁଖ ତତ୍ତ୍ୱ ହେଉଛି କ୍ୟାଲସିୟମ୍ ଓ ଭିଟାମିନ୍ ଡି। … Continue reading ହାଡ଼କୁ ଦୁର୍ବଳ କରେ ଏହି ୫ ଟି ଜିନିଷ ।। Bone Health