ସଂସଦ ଭବନକୁ ବୋମା ଧମକ ।। Bomb Threat

ରାଜଧାନୀ ଦିଲ୍ଲୀରେ ଗୁରୁତର ସୁରକ୍ଷା ସତର୍କତା ସୃଷ୍ଟି କରିଛି ସଂସଦ ଏବଂ ୯ଟି ପ୍ରମୁଖ ସ୍କୁଲକୁ ବୋମାରେ ଉଡ଼ାଇବା ନେଇ ମିଳିଥିବା ଧମକ। ସକାଳ ୮.୩୦ରୁ ୯ଟା ମଧ୍ୟରେ ଦିଲ୍ଲୀ ପୋଲିସକୁ ଏହି ଧମକ ମୂଳକ କଲ୍ ଏବଂ ଇମେଲ୍ ମିଳିଥିବା ସୂଚନା ମିଳିଛି । ଧମକ ପାଇବା ସହିତ ସଂସଦ ପରିସର ଓ ସମ୍ପୃକ୍ତ ସ୍କୁଲଗୁଡ଼ିକୁ ତୁରନ୍ତ ଖାଲି କରାଯାଇଥିଲା । ଦିଲ୍ଲୀ ପୋଲିସ ମୁତାବକ ଧମକକୁ ଗୁରୁତ୍ୱର ସହ ନେଇ ତୁରନ୍ତ ସୁରକ୍ଷା ବ୍ୟବସ୍ଥା … Continue reading ସଂସଦ ଭବନକୁ ବୋମା ଧମକ ।। Bomb Threat