ଶୁକ୍ରବାର ସକାଳେ ଭୁବନେଶ୍ୱରର କେନ୍ଦ୍ରୀୟ ବିଦ୍ୟାଳୟ-୩ ନିକଟରେ ଏକ କଞ୍ଚା ବୋମା ଫିଙ୍ଗାଯିବାରୁ ଅଞ୍ଚଳରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଥିଲା। ଘଟଣାଟି ସକାଳ ପ୍ରାୟ ୮ଟା ସମୟରେ ଘଟିଥିଲା। ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, କେହି ଆହତ ହୋଇ ନାହାଁନ୍ତି ଏବଂ ବୋମା ବିସ୍ଫୋରଣ ଘଟଣାରେ କୌଣସି ଗୁରୁତ୍ୱପୂର୍ଣ୍ଣ କ୍ଷତି ହୋଇନାହିଁ। କମିଶନରେଟ୍ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି, ଅପରାଧୀମାନଙ୍କୁ ଚିହ୍ନଟ କରିବା ପାଇଁ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ଏହି ବୋମା ଆସିଲା କେଉଁଠୁ ? … Continue reading Bombing near Kendriya Vidyalaya-3 in Bhubaneswar ।। ଭୁବନେଶ୍ୱରର କେନ୍ଦ୍ରିୟ ବିଦ୍ୟାଲୟ -୩ ନିକଟରେ ବୋମା ବିସ୍ଫୋରଣ
Copy and paste this URL into your WordPress site to embed
Copy and paste this code into your site to embed