ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଭାବବିହ୍ୱଳ ହୋଇ ଅନୁଭୂତି ବାଣ୍ଟିଲେ ବଲିଉଡ୍ ତାରକା ସଞ୍ଜୟ ମିଶ୍ର || Bollywood star Sanjay Mishra shared his emotional experience after seeing Lord Lord Jagannath In Sri Mandir

ଓଡ଼ିଶାର ଆଧ୍ୟାତ୍ମିକ ପରିବେଶ, ଜଗନ୍ନାଥ ସଂସ୍କୃତି ଏବଂ ପବିତ୍ର ମହାପ୍ରସାଦର ଦିବ୍ୟ ଅନୁଭୂତିରେ ବିମୋହିତ ହୋଇଛନ୍ତି ବଲିଉଡ୍‌ର ବର୍ଷୀୟାନ୍ ତଥା ଲୋକପ୍ରିୟ ଅଭିନେତା ସଞ୍ଜୟ ମିଶ୍ର। ନିଜର ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ମଧୁମାଳତୀ’ର ସୁଟିଂ ପାଇଁ ଓଡ଼ିଶାରେ ଥିବା ଏହି ପ୍ରତିଭାବାନ ଅଭିନେତା ପବିତ୍ର ଶ୍ରୀକ୍ଷେତ୍ର ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି। ଦର୍ଶନ ସାରିବା ପରେ ଶ୍ରୀମନ୍ଦିରର ଆନନ୍ଦବଜାରରେ ମହାପ୍ରସାଦ ସେବନ … Continue reading ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପରେ ଭାବବିହ୍ୱଳ ହୋଇ ଅନୁଭୂତି ବାଣ୍ଟିଲେ ବଲିଉଡ୍ ତାରକା ସଞ୍ଜୟ ମିଶ୍ର || Bollywood star Sanjay Mishra shared his emotional experience after seeing Lord Lord Jagannath In Sri Mandir