କାର୍ତ୍ତିକ ଆର୍ୟନ୍ ବର୍ତ୍ତମାନ ତାଙ୍କର ଅପ କମିଙ୍ଗ ଫିଲ୍ମ ‘ନାଗଜିଲା’ ପାଇଁ ପ୍ରସ୍ଥୁତି କରୁଛନ୍ତି। ଯାହାର ସୂଚନା ସେ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଦେଇଛନ୍ତି ଏବଂ ଲେଖିଛନ୍ତି, “ବହୁତ ଦେଖିଲେ ମଣିଷ ଚଳଚ୍ଚିତ୍ର, ଏବେ ଦେଖନ୍ତୁ ନାଗମାନଙ୍କ ସହିତ ଜଡ଼ିତ ଚଳଚିତ୍ର।” କାର୍ତ୍ତିକ ଆର୍ୟନ୍ ଖୁବ ଶୀଘ୍ର ଏକ ନୂତନ ପ୍ରକାରର ଚଳଚ୍ଚିତ୍ରରେ ଦେଖାଯିବେ । ଅକ୍ଟରଙ୍କର ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ମଧ୍ୟ ରିଲିଜ୍ କରାଯାଇଛି । ଯାହା ଫ୍ୟାନ୍ସମାନଙ୍କୁ ଉତ୍ସାହିତ କରିଛି। କାର୍ତ୍ତିକ … Continue reading ନାଗ ରୂପ ନେବେ କାର୍ତ୍ତିକ
Copy and paste this URL into your WordPress site to embed
Copy and paste this code into your site to embed