Bollywood film Naagin? ।। ବଲିଉଡର ନାଗୀନ ଫିଲ୍ମ ଦେଖି ସାପକୁ ନେଇ ଜ୍ଞାନ ଝାଡନ୍ତୁ ନାହିଁ ?

ଉତ୍ତର ପ୍ରଦେଶର କୌଶାମ୍ବୀର ଜଣେ ୧୫ ବର୍ଷୀୟା ଝିଅକୁ ଏକ ସାପ ୪୦ ଦିନରେ ୧୩ ଥର କାମୁଡ଼ିଥିବା ଖବର ଭାଇରାଲ ହେଉଛି । ଅର୍ଥାତ୍ ପ୍ରତି ତିନି ଦିନରେ ଥରେ,ସେହି ଝିଅକୁ ସାପ କାମୁଡ଼ି ଥିଲା। ଏଭଳି ଏକ ଖବର ଗତ ବର୍ଷ ଉତ୍ତର ପ୍ରଦେଶର ଫତେହପୁରରୁ ମଧ୍ୟ ଆସିଥିଲା। ଏହା କ’ଣ ସମ୍ଭବ? ବିଜ୍ଞାନ ଏବଂ ବିଶେଷଜ୍ଞମାନେ ଏହି କଥାକୁ ସ୍ପଷ୍ଟ ଭାବେ ଖଣ୍ଡନ କରନ୍ତି ଯେ ସାପ ଏପରି କରିପାରେ। ଏପରି କି … Continue reading Bollywood film Naagin? ।। ବଲିଉଡର ନାଗୀନ ଫିଲ୍ମ ଦେଖି ସାପକୁ ନେଇ ଜ୍ଞାନ ଝାଡନ୍ତୁ ନାହିଁ ?