ଆପଣାନ୍ତୁ ଏହି ଟିପ୍ସ, ପରଫ୍ୟୁମ କରନ୍ତୁ ବାଏ ବାଏ ।। Body Odor

ପାଖେଇ ଆସୁଛି ଖରାଦିନ ଯେତେବେଳେ ଦିନ ଗରମ ଓ ଗୁଳୁଗୁଳି ଆରମ୍ଭ ହୋଇଥାଏ। ଏପରି ଦିନରେ ଶରୀରରୁ ଝାଳ ବାହାରିବା ସାଧାରଣ କଥା କିନ୍ତୁ ଏହା ସହ ଦେହରୁ ଦୁର୍ଗନ୍ଧ ବାହାରିବାରୁ ଅନେକ ଲୋକ ଲଜ୍ଜିତ ଓ ଅସୁବିଧାରେ ରହନ୍ତି। ବହୁ ସମୟରେ ଏହି ସମସ୍ୟାରେ ପରଫ୍ୟୁମ୍ ବ୍ୟବହାର କରାଯାଏ, କିନ୍ତୁ ଏହା ମାତ୍ର ସ୍ଥାୟୀ ସମାଧାନ ନୁହେଁ। ଏଥିପାଇଁ ଘରେ ଉପଲବ୍ଧ ସହଜ ଉପାୟ ଆପଣଙ୍କୁ ଦେହର ଝାଳ ଓ ଦୁର୍ଗନ୍ଧରୁ ମୁକ୍ତି ଦେଇପାରିବ। ପ୍ରଥମ … Continue reading ଆପଣାନ୍ତୁ ଏହି ଟିପ୍ସ, ପରଫ୍ୟୁମ କରନ୍ତୁ ବାଏ ବାଏ ।। Body Odor