ଶରୀରକୁ ଫମ୍ପା କରୁଛି ଫ୍ରେଞ୍ଚ୍ ଫ୍ରାଇସ, ଜାଣନ୍ତୁ କେମିତି?
ପ୍ରତିଟି ରୋଷେଇ ଘରର ପରିବା ଝୁଡ଼ିର ରାଜା ହେଉଛି ଆଳୁ । ଆଳୁ ନଥିଲେ କିଛି ହେବନି । ଭଜାରୁ ଆରମ୍ଭ କରି ଭରତା ପର୍ଯ୍ୟନ୍ତ ସଭିଁଙ୍କୁ କିମିଆ କରିଛି ଆଳୁ । ଏମିତିକି ବଡ଼ ବଡ଼ ମଲ୍ , ରେସ୍ତୋରାଁର ଫୁଡ୍ କୋର୍ଟରେ ମଧ୍ୟ ଆଳୁର ଚାହିଦା କାହିଁରେ କେତେ । ଆଳୁରେ ପ୍ରସ୍ତୁତ ଫ୍ରେଞ୍ଚ୍ ଫ୍ରାଇସ୍ ଖାଇବାକୁ ତ ଛୋଟପିଲା ଯେମିତି ପାଗଳ । କିନ୍ତୁ ଫ୍ରେଞ୍ଚ୍ ଫ୍ରାଇସକୁ ଲଗାତାର ଖାଇବା ଦ୍ୱାରା ସ୍ୱାସ୍ଥ୍ୟ … Continue reading ଶରୀରକୁ ଫମ୍ପା କରୁଛି ଫ୍ରେଞ୍ଚ୍ ଫ୍ରାଇସ, ଜାଣନ୍ତୁ କେମିତି?
Copy and paste this URL into your WordPress site to embed
Copy and paste this code into your site to embed