ବବି OUT, ସଂତୃପ୍ତ IN! ପାଣ୍ଡିଆନଙ୍କ ନୂଆ ଖେଳ || Bobby OUT, Satsupta IN! Pandian’s new game

ଓଡ଼ିଶାର ରାଜନୀତିରେ ୨୦୧୯ ପରେ ଯେଉଁ ପରିବର୍ତ୍ତନ ଆସିଥିଲା, ସେଟା କେବଳ ସରକାର ବା ଦଳର ପରିବର୍ତ୍ତନ ନୁହେଁ ସେଟା ଥିଲା ଶକ୍ତିର ସମ୍ପୂର୍ଣ୍ଣ ପୁନର୍ବିନ୍ୟାସ। ଏକ ଏମିତି ପୁନର୍ବିନ୍ୟାସ, ଯେଉଁଠାରେ ନିର୍ବାଚିତ ନେତୃତ୍ୱ ପଛକୁ ହଟିଗଲେ , ଏବଂ ଅନିର୍ବାଚିତ ଶକ୍ତି ସମସ୍ତ କିଛିକୁ ନିୟନ୍ତ୍ରଣ କରିବାକୁ ଲାଗିଲା। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ “ମୋ ସରକାର” ଆରମ୍ଭ କଲେ—ଦେଖିବାକୁ ଏହା ଜନମୁଖୀ ପଦକ୍ଷେପ ଲାଗୁଥିଲା, କିନ୍ତୁ ଅସଲ ରେ ଏହା ହେଲା ଶକ୍ତିକୁ ଏକ ନୂଆ … Continue reading ବବି OUT, ସଂତୃପ୍ତ IN! ପାଣ୍ଡିଆନଙ୍କ ନୂଆ ଖେଳ || Bobby OUT, Satsupta IN! Pandian’s new game