Bobby has made me a Pandian! ।। ପାଣ୍ଡିଆନ୍‍ ମୋହରା ସାଜିଛନ୍ତି ବବି!

ତଥାପି ଲୁଚୁନି: ମେଳି ବଢ଼ୁଛି, ଯୁବ ନେତାଙ୍କ ଭରସା ପାଉନି ଗତ କିଛିଦିନ ହେଲା ବିଜୁ ଜନତା ଦଳରେ ଚାଲିଥିବା ମେଳି ରୂପକ ବିଦ୍ରୋହ ପ୍ରଶମିତ ହେଉନି। କ୍ଷମତାରେ ଥିବାବେଳେ ଦଳର ସଭାପତି ତଥା ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବା ଯେମିତି ମୁସ୍କିଲ୍‍ ହେଉଥିଲା ଏବେବି ସେହି ପରମ୍ପରା ଲାଗି ରହିଛି। କୌଣସି ନିର୍ବାଚିତ ପ୍ରତିନିଧି ଚାହିଁଲେ ବି ସିଧାସଳଖ ସଭାପତି ନବୀନ ପଟ୍ଟନାୟକଙ୍କ ପାଖରେ ପହଞ୍ଚିବା ମୁସ୍କିଲ ହେଉଛି। ଦଳରେ ନେତାଏଁ କେଉ୍ୟଠି ଏକାଠି … Continue reading Bobby has made me a Pandian! ।। ପାଣ୍ଡିଆନ୍‍ ମୋହରା ସାଜିଛନ୍ତି ବବି!