କପି କଲେ ୫ ବର୍ଷ ଜେଲ୍ ଓ ୧୦ ଲକ୍ଷ ଟଙ୍କା ଜରିମାନା ।। Board Exams

ଓଡ଼ିଶାରେ ଆସନ୍ତା ମାଟ୍ରିକ ଏବଂ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ୱଚ୍ଛ, ସୁସଂଗଠିତ ଏବଂ କପିମୁକ୍ତ କରିବା ପାଇଁ ଏବେ ଐତିହାସିକ ପଦକ୍ଷେପ ନିଆଯାଇଛି । ରାଜ୍ୟରେ ପ୍ରଥମଥର ପାଇଁ ପରୀକ୍ଷା ପରିଚାଳନାରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI), QR କୋଡ୍, ଡିଜିଟାଲ୍ ଲକ୍, GPS ଟ୍ରାକିଂ ଭଳି ଆଧୁନିକ ପ୍ରଯୁକ୍ତିର ବ୍ୟବହାର ହେବ। କପି କିମ୍ବା ପ୍ରଶ୍ନପତ୍ର ଲିକ୍ କଲେ ଏବେ ଶାସ୍ତି ଅତ୍ୟନ୍ତ କଠୋର—୫ ବର୍ଷ ଜେଲ୍ ଓ ୧୦ ଲକ୍ଷ ଟଙ୍କା ଜରିମାନା। ସୂଚନା ଅନୁଯାୟୀ, … Continue reading କପି କଲେ ୫ ବର୍ଷ ଜେଲ୍ ଓ ୧୦ ଲକ୍ଷ ଟଙ୍କା ଜରିମାନା ।। Board Exams