ରାଜଧାନୀ ଭୁବନେଶ୍ୱରକୁ ଏକ ସ୍ଥାୟୀ, ପ୍ରଦୂଷଣମୁକ୍ତ ଏବଂ ‘ନେଟ୍-ଶୂନ୍ୟ’ ସ୍ମାର୍ଟ ସିଟିରେ ପରିଣତ କରିବା ଦିଗରେ ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ ଆଉ ଏକ ପରିବେଶ ଅନୁକୂଳ ପଦକ୍ଷେପ ଗ୍ରହଣ କରିଛି। ସହରର ଗ୍ରୀନ ମୋବିଲିଟି ଏବଂ ଅକ୍ଷୟ ଶକ୍ତି ବ୍ୟବହାରକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବିଏମସି ପକ୍ଷରୁ ସାର୍ବଜନୀନ ସ୍ଥାନଗୁଡ଼ିକରେ ସୌରଶକ୍ତି ଚାଳିତ ‘ସ୍ମାର୍ଟ ବେଞ୍ଚ’ ସ୍ଥାପନ ପ୍ରକ୍ରିୟା ଆରମ୍ଭ ହୋଇଛି। ପରୀକ୍ଷାମୂଳକ ଭାବେ ବର୍ତ୍ତମାନ ଭୁବନେଶ୍ୱରର ପ୍ରମୁଖ ବ୍ୟବସାୟିକ କେନ୍ଦ୍ର ସ୍ମାର୍ଟ ଜନପଥ କଡ଼ରେ ଦୁଇଟି … Continue reading ଭୁବନେଶ୍ୱର ସ୍ମାର୍ଟ ଜନପଥରେ ଲାଗିଲା ବିଏମସିର ସୋଲାର ପାୱାର୍ଡ ‘ସ୍ମାର୍ଟ ବେଞ୍ଚ’ || BMC’s solar-powered ‘smart bench’ installed at Bhubaneswar Smart Janpath
Copy and paste this URL into your WordPress site to embed
Copy and paste this code into your site to embed