BMC Fight, who is defeated? II ବିଏମସି ଲଢ଼େଇ: ହାରିଲା କିଏ?

ଓଏଏସ୍‍ ଅଧିକାରୀ ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ପୁଲିସ ତଥାକଥିତ ମୁଖ୍ୟ ଅଭିଯୁକ୍ତ, କିଙ୍ଗପିନ୍‍ ଆଖ୍ୟା ଅର୍ଜନ କରିଥିବା ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କୁ ପୁଲିସ ଗିରଫ କରିଛି। ଏହାପରେ ଦ୍ୱିତୀୟ ଓ ତୃତୀୟ ଦାବିକୁ ପଛରେ ପକାଇ ଓଏଏସ୍‍ ସଂଘ ଗଡ଼ ଜିତିବାର ଆତ୍ମତୃପ୍ତି ଅର୍ଜନ କରି କାର୍ଯ୍ୟରେ ଯୋଗ ଦେବାକୁ ଘୋଷଣା କରିଛନ୍ତି। ଜଣେ ଅଣ ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଶିକ୍ଷା ଦେବା ଅର୍ଥରେ ଏହା ତାଙ୍କର ବିଜୟ ବୋଲି ଗ୍ରହଣ କରିଛନ୍ତି ସଂଘର … Continue reading BMC Fight, who is defeated? II ବିଏମସି ଲଢ଼େଇ: ହାରିଲା କିଏ?