BMC Bans Obscene Dance, Issues Strict Guidelines for Durga Puja ।। ଭୁବନେଶ୍ବର ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟ ମନା!

ଆସୁଛି ପାର୍ବଣ ସଜେଇ ହେଉଛି ରାଜଧାନୀ ଆଉ ସତର୍କ ହେଉଛି ପ୍ରଶାସନ। ପୂଜା ପାଇଁ କମିଶନର ପୋଲିସଠାରୁ ଅରମ୍ଭ କରି ବିଏମସି ପର୍ଯ୍ୟନ୍ତ ସମସ୍ତେ ହେଉଛନ୍ତି ପ୍ରସ୍ତୁତ। ସୁରକ୍ଷିତ ଆଉ ଶୃଙ୍ଖଳାରେ ଦଶହରା ସାରିବା ପାଇଁ ବିଏମସି ନେଇଛି ବଡ଼ ପଦକ୍ଷେପ। ଏଥର ଭୁବନେଶ୍ବରରେ ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟକୁ ହେବ ନାହିଁ । ଏହାସହ ପୂଜା ପେଣ୍ଡାଲ ନିକଟରୁ ବୁଲା କୁକୁର ହଟାଇବାକୁ ନିଷ୍ପତ୍ତି ହୋଇଛି। ମେଲୋଡି ଶୋ’ରେ ଅଶ୍ଳୀଳ ନୃତ୍ୟ ଉପରେ ସମ୍ପୂର୍ଣ୍ଣ ନିଷେଧ … Continue reading BMC Bans Obscene Dance, Issues Strict Guidelines for Durga Puja ।। ଭୁବନେଶ୍ବର ପୂଜା ମେଲୋଡିରେ ଅଶ୍ଳୀଳ ନୃତ୍ୟ ମନା!