ସ୍ମରଣ ଶକ୍ତି ବଢ଼ାଇବ ‘ବ୍ଲୁବେରୀ

Blueberry: ବ୍ଲୁବେରିରେ କ୍ୟାଲୋରୀ କମ୍ କିନ୍ତୁ ଫାଇବରରେ ଭରପୂର, ତେଣୁ ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଓଜନ ବଢ଼ିନଥାଏ ଏବଂ ଆପଣ ଦୀର୍ଘ ସମୟ ପର୍ଯ୍ୟନ୍ତ ପୂର୍ଣ୍ଣ ଅନୁଭବ କରିବେ ଏବଂ ଅତ୍ୟଧିକ ଖାଇବା ଠାରୁ ଦୂରେଇ ରହିବେ । ଏଥିରେ ଆଣ୍ଟୋସିୟାନିନ ନାମକ ଏକ ଉପାଦାନ ମଧ୍ୟ ମିଳିଥାଏ, ଯାହା ଓଜନକୁ ନିୟନ୍ତ୍ରଣରେ ରଖିବାରେ ବହୁତ ସାହାଯ୍ୟ କରିଥାଏ । ସୁସ୍ଥ ଜୀବନ ପାଇଁ କେତେ କ’ଣ କରୁଛନ୍ତି ଆଜିର ପିଢୀ । କିଏ ହେଲ୍‌ଦି … Continue reading ସ୍ମରଣ ଶକ୍ତି ବଢ଼ାଇବ ‘ବ୍ଲୁବେରୀ